ରବା ମୁଝେ ଦେ ଦେ / Rabba Rabba Mujhe Dede Maulat song - Abhaya movie, Anubhav | Mp3 Song Download

ରବା ମୁଝେ ଦେ ଦେ / Rabba Rabba Mujhe Dede Maulat song - Abhaya movie, Anubhav - ରବା ମୁଝେ ଦେ ଦେ Lyrics



Song ରବା ମୁଝେ ଦେ ଦେ
Singer Human Sagar, Ananya
Composer Premanand
Lyrics Subrat Swain

      

ଗୋଟେ ଜୀବନ ଲାଗେ ସୁନା ସୁନା
ଖୋଜୁଛି ଶହେଟି ଜନମ
ଶହେଟି ସପନ ଲାଗେ ସୁନା ସୁନା
ଖୋଜୁଛି ହଜାରେ ସପନ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ଗୋଟିଏ ଫଗୁଣ ଲାଗେ ସୁନା ସୁନା
ଖୁଜୁଚି ଶହେ ଫଗୁଣ
ଶହେଟି ଶ୍ରାବଣ ଲାଗେ ସୁନା ସୁନା
ଖୁଜୁଚି ଲକ୍ଷେ ଶ୍ରାବଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
କଥା ଜମା ସରୁନାହିଁ କଥା ହେଲେ
ମନ ଜମା ପୁରୁ ନାହିଁ ଦେଖା ହେଲେ
ବାଟ ଜମା ସରୁ ନାହିଁ କେତେ ବେଳେ
ଛୋଟ ଲାଗେ ସାରା ଦିନ ତୁ ଥିଲେ
ଗୋଟିଏ କାରଣ ଲାଗେ ସୁନା ସୁନା
ଖୋଜୁଚି ଶହେ କାରଣ
ଫୁଲର ତୋରଣ ଲାଗେ ସୁନା ସୁନା
ଖୋଜୁଚି ପ୍ରେମ ତୋରଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ପାଦ ଜମା ଲାଗୁ ନାହିଁ ମାଟି ତଳେ
ଆଖି ଜମା ବୁଝୁ ନାହିଁ କେତେ ବେଳେ
ନିଦ ଜମା ଲାଗୁ ନାହିଁ କେତେ ବେଳେ
ମହୁ ଝରେ ସାରା ରାତି ତୁ ଥିଲେ
ଗୋଟିଏ ବନ୍ଧନ ଲାଗେ ସୁନା ସୁନା
ଖୋଜୁଚି ଶହେ ବନ୍ଧନ
ଗୋଟିଏ ମିଳନ ଲାଗେ ସୁନା ସୁନା
ଖୋଜୁଚି ଲକ୍ଷେ ମିଳନ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
ରବା ରବା
ରବା ଦେ ଦେ ମୁଝେ ମୋହଲତ
Gotie jibana lage suna suna
Khojuchi saheti janma

Saheti sapana lage suna suna
Khojuchi hajare swapna
Prema mora heijiba
Prema mora heijiba
Jibanta jibanta

Raba Raba
Raba Dede Mujhe Mahalat x2

Gotie Faguna lage suna suna
Khjuchi sahe faguna
Saheti srabana lage suna suna
Khojuchi lakhe srabana
Prema mora heijiba
Prema mora heijiba
Jibanta jibanta

Raba Raba
Raba Dede Mujhe Mahalat x2

Katha jama sarunahin katha hele
Mana jama puru nahin dekha hele

Bata jama saru nahin kete bele
Chota lage sara dina tu thile

Gotie karana lage suna suna
Khojuchi sahe karana
Fulara torana lage suna suna
Khojuchi prema torana
Prema mora heijiba
Prema mora heijiba
Jibanta jibanta

Raba Raba
Raba Dede Mujhe Mahalat

Raba Raba
Raba Dede Mujhe Mahalat

Pada jama lagu nahin mati tale
Aakhi jama bujhu nahin kete bele

Nida jama lage nahin kete bele
Mahu jhare sara rati tu thile

Gotie bandhana lage suna suna
Khojuchi sahe bandhana
Gotie milana lage suna suna
Khojuchi lakhe milana
Prema mora heijiba
Jibanta jibanta

Raba Raba
Raba Dede Mujhe Mahalat

Raba Raba
Raba Dede Mujhe Mahalat

Raba Raba
Raba Dede Mujhe Mahalat

Raba Raba
Raba Dede Mujhe Mahalat

  

Previous
Next Post »