Jibanara uddeshya - Anima Dash - Er.Suresh Chandra Behera -- song for life

 

Jibanara uddeshya Lyrics

  Song : Jibanara Udeshya Singer : Anima Dash Lyrics : Er. Suresh Chandra Behera



ଚେତନା କୁ ଚିହ୍ନିବା
ଜୀବନର ଉଦ୍ଦେଶ୍ୟ
କାମନା ଓ ବାସନା
ବନ୍ଧନର ରହସ୍ୟ
ଦିବାନିଶି... ...
ଦିବାନିଶି ଭାବେ ବସି
ଏ ସଂସାର ତୁଚ୍ଛ।
ଚେତନା କୁ ଚିହ୍ନିବା
ଜୀବନର ଉଦ୍ଦେଶ୍ୟ।।୦।।
ସତ୍ୟ ସଦାଚାର କ୍ଷମା
ସୁଖର କାରଣ
ସକଳ ଘଟରେ ବିଜେ
ନିଜେ ନାରାୟଣ,
ସତ୍ୟ ଶିବ... ...
ସତ୍ୟ ଶିବ ସୁନ୍ଦର ସେ
ଆତ୍ମାର ପ୍ରକାଶ।
ଚେତନା କୁ ଚିହ୍ନିବା
ଜୀବନର ଉଦ୍ଦେଶ୍ୟ।।୧।।


ସତସଙ୍ଗ ଯେ ସୈାଭାଗ୍ୟ
କୁସଙ୍ଗ ଦୁର୍ଭାଗ୍ୟ
ପ୍ରଭୁଙ୍କ ଠାରେ ଭକତି
ମୁକତିର ମାର୍ଗ,
ଭବ ସିନ୍ଧୁ ନାବ ବନ୍ଧୁ
ଈଶ୍ୱର ବିଶ୍ୱାସ।
ଚେତନା କୁ ଚିହ୍ନିବା
ଜୀବନର ଉଦ୍ଦେଶ୍ୟ।।୨।।








Previous
Next Post »