Kebe Aasiba He | କେବେ ଆସିବା ହେ. | Namita Agarwal | Lyrics
| Singer | Namita Agarwal |
| Music | Manmath Mishra |
| Lyrics | Arun Mantri |
କେବେ ଆସିବା ହେ...ମାଧବ ରାଧା ପୁଣି ନାଚିବ
ଖାଲି ପାଦେ..ପୁଣି ଥରେ..ଘୁଙ୍ଗୁର ସେ ପିନ୍ଦିବ
କେବେ ଫେରିବ....ହେ ମାଧବ...ରାଧା ପୁଣି ଗାଇବ
ଖୁଲା ଗଭା ପୁଣି ଥରେ ମଉଳରେ ବାନ୍ଧିବ
କେବେ ଆସିବା...ହେ ମାଧବ...ହେ..ମାଧବ...
ଦେହ ଅଛି ତାର ନାହିଁ ଜୀବନ କରିଛି ମାନ (୨)
ଲୁହ ଢାଳେ ତାର ଦୁଇ ନୟନ...ଭଙ୍ଗା ସପନ
କେବେ ଛୁଇଁବ...ହେ ମାଧବ...ରାଧା ପୁଣି ହସିବ
ବାସି ଶେଜ ପୁଣି ଥରେ ମହ ମହ ବାସିବ
କେବେ ଆସିବା..ହେ ମାଧବ..ହେ..ମାଧବ
ହାତ ଠାରୀ ତାକୁ ଡାକେ ଯମୁନା ଯିବାକୁ ମନା (୨)
ଦେଖୁ ନାହିଁ ଆଉ ସିଏ ଆଇନ ତୁମୋରି ବିନା...
କେବେ ବୁଝିବ...ହେ ମାଧବ ରାଧା ମନ ଭାଙ୍ଗିବ
କୁଞ୍ଜ ଢାଳେ ସଞ୍ଜ କାଳେ ରାସ ପୁଣି ରଚିବ
କେବେ ଆସିବା ହେ ମାଧବ..ହେ...ମାଧବ...
ମାଧବ...ମାଧବ...ହେ...ମାଧବ..ମାଧବ...
ConversionConversion EmoticonEmoticon