Hela Ki Prema |କହିଦେ କହିଦେ ହେଲାକି ପ୍ରେମ - Humane Sagar, Aseema Panda Lyrics
| Singer | Humane Sagar, Aseema Panda |
| Album | Hela Ki Prema |
| Music | Asad Nizam |
| Song Writer | Arun Mantri |
କହିଦେ କହିଦେ ହେଲାକି
ପ୍ରେମ
ଚାଲୁନି ଆଜି ମୁଁ ଚାଲେ ବାଟ
ଦୁନିଆ ଲାଗୁଛି ମୋତେ ଛୋଟ (ପୁ)
ଖୁଲିନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ (ଝ)
ଆକାଶଟା ମାଟି ସାଥେ ମିସେ ଯଉଠି
ମନ ମୋର ହଜିଗଲା ସେଇଠି (ପୁ)
ସପନକୁ ଆଖି ଗଢେ ଯଉଠି
ନିଦ ମୋର ହଜିଗଲା ସେଇଠି (ଝି)
ଏମିତି ହେଲା ମୋ ଜୀବନ ପ୍ରଥମ...
(ପୁ)
କହିଦେ କହିଦେ ହେଲାକି ପ୍ରେମ
(୨)(ପୁ)
କହିଦେ କହିଦେ ହେଲାକି ପ୍ରେମ...
(୨)(ଝି)
କିଏ ଦେଲା ମୋତେ ଛୁଇଁ...ନିଜ ଭିତରେ
ମୁଁ ନାହିଁ
ସବୁ କିଛି ଲାଗିଲା ମୋତେ ଭଲ (ପୁ)
ଜାଣି ପାରିଲେନି କେହି ଏତେ ରଙ୍ଗ
ବୁଲି ହେଇ
କେତେ ବେଳେ ଫୁଟିଲା ଏଫୁଲ...
(ଝି)
ଫଗୁଣଟା ଫୁଲ ସାଥେ ଗପେ ଯଉଠି
ଗପ ବସି ଲେଖିଲି ମୁଁ ସେଇଠି (ପୁ)
ଭଅଁରଟା ଗୁଣୁ ଗୁଣୁ ଗାଏ ଯଉଠି
ପାଦ ମୋର ନାଚି ଯାଏ ସେଇଠି (ଝି)
ଏମିତି ହେଲା ମୋ ଜୀବନ ପ୍ରଥମ...
(ପୁ)
କହିଦେ କହିଦେ ହେଲାକି ପ୍ରେମ
(୨)(ପୁ)
କହିଦେ କହିଦେ ହେଲାକି ପ୍ରେମ...
(୨)(ଝି)
ନିଜ ନାଆଁ ମୋର କାହିଁ ମନେ ଆଜି
ପଡ଼ୁନାହିଁ
କେହି ଯଦି ପଚାରେ ରହେ ତୁନି (ଝି)
ଭାବେ ସିନା ଗୁଟେ କଥା କହେ ଆଉ
ଗୁଟେ କଥା
କଲା ଏହୃଦୟ ବେଇମାନି (ପୁ)
ହୃଦୟଟା ଛାତିତଳେ ଥାଏ ଯଉଠି
ଲୁଚେଇଲି ତତେ ନେଇ ସେଇଠି...
(ଝି)
ଭାବନାଟା ହେଇଯାଏ ସତ ଯଉଠି
ମୋତେ ଖୁଜି ପାଇଲି ମୁଁ ସେଇଠି
(ପୁ)
ଏମିତି ହେଲା ମୋ ଜୀବନ ପ୍ରଥମ
(ଝି)
କହିଦେ କହିଦେ ହେଲାକି ପ୍ରେମ...
(୨)(ଝି)
କହିଦେ
କହିଦେ ହେଲାକି ପ୍ରେମ... (୨)(ପୁ)

ConversionConversion EmoticonEmoticon