ବାଟ ପଡିଥିଲା ନଈକୁ | BATA PADITHILA NAEE KU | Romantic Song | Nibedita | Mp3 Song Download

ବାଟ ପଡିଥିଲା ନଈକୁ | BATA PADITHILA NAEE KU | Romantic Song | Nibedita Lyrics

Singer Nibedita
Album Phula Chorani
Music Santiraj Khosala
Lyrics Lyrics: Mohit Chakrabati

ବାଟ ପଡିଥିଲା ନଈକୁ

ବାଟ ପଡିଥିଲା ନଈକୁ...

ବାଟ ପଡିଥିଲା ବଣକୁ.. [୨]

ମୁଁ ରଖିଦେଲି ମୋ ପାଦ ସେଇ ବାଟରେ

ଯେଉଁ ବାଟ ପଡିଥିଲା ତା ଘର ଆଡକୁ.... [୨]

ହଳଦୀ ବସନ୍ତର ବଦଳି ଗଲା ସ୍ୱର

କାନେ ମୋ କହିଲା କୋଇଲି....

ଚଇତିରେ ଚିଠିରେ ମୁଁ ଲେଖିଦେଲି

ତାକୁ ଆଜି ଭଲପାଏ ବୋଲି...

ହୋ ହଳଦୀ ବସନ୍ତର ବଦଳି ଗଲା ସ୍ୱର

କାନେ ମୋ କହିଲା କୋଇଲି....

ଚଇତିରେ ଚିଠିରେ ମୁଁ ଲେଖିଦେଲି

ତାକୁ ଆଜି ଭଲପାଏ ବୋଲି...

ଜହ୍ନ ଚାହିଁଥିଲା କଇକୁ...

ମେଘ ଚାହିଁଥିଲା ନଈକୁ...

ଜହ୍ନ ଚାହିଁଥିଲା କଇକୁ

ମେଘ ଚାହିଁଥିଲା ନଈକୁ

ମୁଁ ଧୋଇଦେଲି ଦେହ ମୋର ସେଇ ନଈରେ

ଯେଉଁ ନଇଁ ବହୁଥିଲା ତା ଗାଁ ଆଡ଼କୁ[୨]

ହୋ ଓ ରଙ୍ଗଣୀ ଫୁଲ ରାତି ଆଁକୁଛି ସାରା ରାତି

ଆକାଶେ ତାରାର ଏହି ଝୋଟି...

ଛାଇ ନିଦ ସପନରେ ଦେଖୁଚି ମୁଁ

ଖୋଜୁଛି ସେ ମତେ ଏଠି ସେଠି...

ହୋ ଓ ରଙ୍ଗଣୀ ଫୁଲ ରାତି ଆଁକୁଛି ସାରା ରାତି

ଆକାଶେ ତାରାର ଏହି ଝୋଟି....

ଛାଇ ନିଦ ସପନରେ ଦେଖୁଚି ମୁଁ

ଖୋଜୁଛି ସେ ମତେ ଏଠି ସେଠି...

ରାତି ପାହିଗଲା ନିଦକୁ....

ନିଦ ପାହିଗଲା ଆଖିକୁ...

ରାତି ପାହିଗଲା ନିଦକୁ

ନିଦ ପାହିଗଲା ଆଖିକୁ

ମୁଁ ପାଇଗଲି ସପନର ସୁନା ସଵାରୀ

ଯିଏ ନେଇଗଲା ମତେ ତା ବେଡି ଆଡ଼କୁ... [୨]



Previous
Next Post »