ମୁଁ ମରିଯିବି ଧନ ତୋରି ବିନା/Marijibi Dhana Tori Bina |Humane Sagar| Odia Song Lyrics

ମୁଁ ମରିଯିବି ଧନ ତୋରି ବିନା/Marijibi Dhana Tori Bina - Humane Sagar



Singer Humane Sagar
Directed By Rajat Parida
Music JN Padma
Lyrics Debesh Kumar Dash


କିଏ ଡାକିବ ମୋତେ ଆଉ ମୋ ଧନ ସୁନା

ସପନ ସବୁ ଭାଙ୍ଗି ଗଲା ହେଲିରେ ଚୁନା [୨]

ବିଶ୍ୱାସରେ ବିଷ ମୋର ଦେଈ ତୁ ଯାଆନା

ମୁଁ ମରିଯିବି ମରିଯିବି ଧନ ତୋରି ବିନା [୪]

ଲୁଡ଼ା ନାହିଁ ରାଣୀ ସୁଖ ରାଜର ଉଆଁସ

ଝାଟି ମାଟି କୁଡ଼ିଆରେ ତୋ ହାତ ପରସ [୨]

ମୋ ଅଭିଳାଷ ଆଜି କଲା ମୋତେ ଶେଷ

ଲୋହ ଦରିଆରେ ବୁଡି ଗଲା ମୋ ସର୍ବସ୍ୱ

କହି ଦବୁ ଯଦି କେବେ ମୁଁ ହୃଦୟ ହିନା

ମୁଁ ମରିଯିବି ମରିଯିବି ଧନ .........[୪]

ଡେଉଁଛି ମୋ ବାଆଁ ଆଖି ଆସି ବୁ ସତେକି

ସବୁ ଦୋଷ କ୍ଷମା କରି ଡାକିବୁ ମୋତେକି [୨]

ତୋ ବିନା ଏ ଜୀବନଟା ମରୁମାରି ଚିକା

ତୋ ସୁଖ ଫରେଇ ଦେଈ ଚାଲିଯିବି ଏକା

ଚାଲିଗଲେ ଚାଲିଯିବି କହିବୁନି ତୋ ଆ

ମୁଁ ମରିଯିବି ମରିଯିବି ଧନ ତୋରି ବିନା [୪]

ହୋ ଓ ............

Previous
Next Post »