କେମିତି ଭୁଲିବି ସେ ଅଭୁଲା ଦିନ/Kemiti Bhulibi Se Abhula Dina - Humane Sagar
| Singer | Humane Sagar |
| Producer | OdiaNews24 |
| Music | Manas Kumar & OdiaNews24 Team |
| Lyrics | Lyrics : Sunil Maharana |
ହୋ ଓ ହୋ ଓ ........[୨]
କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମତେ କାଦୁ ଥିଲୁ ତୁ [୨]
ମୋ ମନ ଆକାଶରେ ତୁ ଥିଲୁଲ ଜହ୍ନ [୨]
ମୋ ଭଲ ପାଇବାର ଥିଲା କଉଠି ଉଣା
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୋ ଆଉ କାହା ହାତ ଧରି ଚାଲିବୁ ବୋଲି
ମୋ ମନକୁ ଭାବିଦେଲୁ ମାଟି ଖେଳନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟ କୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହିନା
ହୋ ଓ .........[୨]
ଏ ଦୁନିଆକୁ ଭୁଲି ତୋତେ ଭଲ ପାଇଲି
ତୋ କେମିତି ବଦଳି ଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁଲ ଚାଲି [୨]
ତୁ ଏତେ ବେଇ ମାନି ପ୍ରିୟା କେମିତି ହେଲୁ
ତୋ ସ୍ଵାର୍ଥ ସରିଗଲା ବୋଲି ଭୁଲିତୁ ଗଲୁ
ତୁ ନୂଆ ସାଥିଟିଏ ପାଇଁ ହସୁଛୁ ସିନା
ମୁଁ ଜଳୁଛିଲ ଏକା ଏକା ଆଜି ତୋ ବିନା
ତୋ ପ୍ରେମରେ ..........
ମୋ ଛାତି ........
ତୋ ହୃଦୟ ......
ମୁଁ ଜାଣିଗଲି ........
ହୋ ଓ ହୋ ଓ ........[୨]
ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ସାରି
ତୁ କେମିତିଲ ଚାଲିଗଲୁ ମୋ ଛାତି ଚିରି
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜୀଇଁ ଥାଉ ଥାଉ ମୋର ନେଲୁ ଜୀବନ[୨]
ତୋ ବାହାନକୁ ପ୍ରେମ ଭାବି ଭରସା କଲି
ତୁ ଏମିତି ମିଛେଇବୋଲି ଜାଣିନଥିଲି
ମୁଁ କେମିତି ବଞ୍ଚିବି ଆଜି କହ ତୋ ବିନା
ତୁ ଦେଲୁ ଏମିତିକା ଦୁଃଖ ସହିହୁଏନା
ତୋ ପ୍ରେମରେ ........
ମୋ ଛାତି ..........
ତୋ ହୃଦୟ ........
ମୁଁ ଜାଣିଗଲି ..........
ହୋ ଓ ହୋ ଓ ..........[୨]


ConversionConversion EmoticonEmoticon