Maa Binapani Bharati Lyrics

ମା ବୀଣାପାଣି ଭାରତୀ
-----------------------------------------------
- ଦୋଳଗୋବିନ୍ଦ ବେହେରା
------------------------------------------------
ଆ....ଆ....ଆ.....
ଆ....ଆ....ଆ.....
ଆ....ଆ....ଆ.....
ଆ....ଆ....ଆ.....
ଆ....ଆ....ଆ.....
ଆ....ଆ....ଆ.....
ମା'
...... ବୀଣାପାଣି ଭାରତି....
ମା'
......ବୀଣାପାଣି ଭାରତି.....
ମା'
......ବୀଣାପାଣି ଭାରତି....
ମା'
......ବୀଣାପାଣି ଭାରତି.....
ମା'
......ବୀଣାପାଣି ଭାରତି.....
ମା'
......ବୀଣାପାଣି ଭାରତି.....
ବିଦ୍ୟା
ଦାୟିନୀ କମଳ ଲୋଚନୀ
ସିଦ୍ଧି
ପ୍ରଦାୟିନୀ ମରାଳ ବାହିନୀ
କରୁଣା ଭଣ୍ଡାର ମାଆ
ଭଗବତୀ
ଫେଡ଼ ଗୋ ଅଜ୍ଞାନ
ଆରତି....
ମା'
......ବୀଣାପାଣି ଭାରତି.....।।୦।।
(ଆରତି
= ଆର୍ତ୍ତି/ମନୋବ୍ୟଥା)
ମାଆ ଗୋ ଶାରଦା ତୁମେ
ବୁଦ୍ଧିଦାତ୍ରୀ
ତୁମେ ହିଁ ସକଳ ଗାନର ଗାୟତ୍ରୀ
ଆ...ଆ...ଆ....ଆ....
ଆ...ଆ...ଆ....ଆ....
ମାଆ ଗୋ ଶାରଦା ତୁମେ
ବୁଦ୍ଧିଦାତ୍ରୀ
ତୁମେ ହିଁ ସକଳ ଗାନର ଗାୟତ୍ରୀ
ବ୍ରହ୍ମ
ସ୍ଵରୂପିଣୀ ମା'
ବ୍ରହ୍ମଚାରିଣୀ
ସକଳ କଳାର ମୂରତି....
ମା'
......ବୀଣାପାଣି ଭାରତି.....।।୧।।
ଦେବୀ ବାଗୀଶ୍ଵରୀ ବରଦାୟିନୀ ମା'
ଅଖିଳ ବ୍ରହ୍ମାଣ୍ଡ ସୃଷ୍ଟିକାରିଣୀ
ମା"
ଆ...ଆ...ଆ....ଆ....
ଆ...ଆ...ଆ....ଆ....
ଦେବୀ ବାଗୀଶ୍ଵରୀ ବରଦାୟିନୀ ମା'
ଅଖିଳ ବ୍ରହ୍ମାଣ୍ଡ ସୃଷ୍ଟିକାରିଣୀ
ମା"
ତୁଷାର ଧବଳା ମା"
ଗୋ ପଦ୍ମାସନା
ଚନ୍ଦ୍ରକାନ୍ତି ଦିଅ ମୁକତି....
ମା'
......ବୀଣାପାଣି ଭାରତି.....।।୨।।
ConversionConversion EmoticonEmoticon