Priya Mo Priya | ପ୍ରିୟା ମୋର ପ୍ରିୟା... -Kumar Bapi Lyrics
| Singer | Kumar Bapi |
| Music | Pravanshu Samantaroy |
| Lyrics | Panchanan Nayak |
ପ୍ରିୟା ମୋର ପ୍ରିୟା
ପ୍ରିୟା ମୋର ପ୍ରିୟା...
ଆ ଚାଲିଆ ତତେ ଡାକେ ମୋ ଗାଁ (୨)
ତୁ ମୋର ସଞ୍ଜ ଟିଏ ଜହ୍ନି ଫୁଲର
ତୁ ମୋର ରାତିଟିଏ ପାରୀଜାତର
ହେ ତୁ ମୋର ସଞ୍ଜ ଟିଏ ଜହ୍ନି ଫୁଲର
ତୁ ମୋର ରାତିଟିଏ ପାରୀଜାତର
ତ ସାଥେ ପ୍ରେମ ମୋର ନୂଆ ନୂଆ
ପ୍ରିୟା ମୋର ପ୍ରିୟା...
ଆ ଚାଲିଆ ତତେ ଡାକେ ମୋ ଗାଁ...
(୨)
ସୁରୁଜ ଉଇଁଲେ ଫୁଲରେ ଫୁଲରେ
ପାହାଡ଼ ଛାତିରେ ମିଠା ଝରଣାରେ
ଦିଶେ ତ ଦିଶେ ତ ସୁନେଲି ମୁହଁ
ଅଳତା ପାଦରେ ଗଜରା ଗଭାରେ
ସିନ୍ଦୁର ସିନ୍ତିରେ କଙ୍କଣ ହାତରେ
କେବେ ତୁ କେବେ ତୁ ପିନ୍ଧିବୁ କହ
କେବେ ତୁ ଜଳେଇବୁ ବାଟି ମୋ ଅଗଣାରେ
କେବେ ବସେଇବୁ ମାଣ ମଗୁଶୀରରେ
(୨)
କେବେ ଆସିବୁଲ ମୋ ଗାଁ
ପ୍ରିୟା ମୋର ପ୍ରିୟା...
ଆ ଚାଲିଆ ତତେ ଡାକେ ମୋ ଗାଁ (୨)
ଛାତିରେ ଲେଖିଛି ଆଖିରେ ଆଙ୍କିଛି
ତ କଥା ଭାବୁଛି ଓଠରେ ଗାଉଛି
କେବଳ କେବଳ ତୋରି ନାଆଁ
କେବେତୁ ଆସିବୁ ପକେଇ ଓଢଣୀ
ସାଜିବୁ ଘରଣୀ କେବେତୁ ଦେଖିବୁ
ଏଇମ ଏଇମ ସବୁଜ ଗାଁ ଜହ୍ନି ଫୁଲର
ଏଜୀବନ ଲେଖିଛି ମୁଁ ତ ନାଆରେ
ତୁ ଏକ ସାଥି ମୋର ଚଲା ବାଟରେ(୨)
ମନ ଝୁରେ ତୋର ପ୍ରଥମ ଛୁଆଁ
ପ୍ରିୟା ମୋର ପ୍ରିୟା
ଆ ଚାଲିଆ ତତେ ଡାକେ ମୋ ଗାଁ...
(୨)
ତୁ ମୋର ସଞ୍ଜ ଟିଏ ଜହ୍ନି ଫୁଲର
ତୁ ମୋର ରାତିଟିଏ ପାରୀଜାତର
ହେ ତୁ ମୋର ସଞ୍ଜ ଟିଏ ଜହ୍ନି ଫୁଲର
ତୁ ମୋର ରାତିଟିଏ ପାରୀଜାତର
ତ ସାଥେ ପ୍ରେମ ମୋର ନୂଆ ନୂଆ
ପ୍ରିୟା ମୋର ପ୍ରିୟା
ଆ ଚାଲିଆ ତତେ ଡାକେ ମୋ ଗାଁ
ପ୍ରିୟା ମୋର ପ୍ରିୟା ପ୍ରିୟା ପ୍ରିୟା
ଆ ଚାଲିଆ ତତେ ଡାକେ ମୋ ଗାଁ
ପ୍ରିୟା ମୋର ପ୍ରିୟା
ଆ ଚାଲିଆ ତତେ ଡାକେ ମୋ ଗାଁ

ConversionConversion EmoticonEmoticon